ବେଜିଂ ଶୀତକାଳୀନ ଅଲିମ୍ପିକ୍ସକୁ ଭାରତର କୂଟନୈତିକ ବହିଷ୍କାର

ନୂଆଦିଲ୍ଲୀ : ବେଜିଂ ଶୀତକାଳୀନ ଅଲିମ୍ପିକ୍ସକୁ ଚୀନ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବାରୁ ପାଶ୍ଚାତ୍ୟ ଦେଶମାନେ ତାହାର କୂଟନୈତିକ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଭାରତ ଏ କ୍ଷେତ୍ରରେ ଚୀନକୁ ସମର୍ଥନ ଦେଇ ଆସିଥିଲା। କିନ୍ତୁ ଗଲଓ୍ବାନ ସଂଘର୍ଷରେ ଭାଗ ନେଇଥିବା ଜଣେ ସୈନିକଙ୍କୁ ଚୀନ ଅଲମ୍ପିକ ମସାଲ ଧରାଇବାରୁ ଭାରତ ଅସନ୍ତୋଷ ପ୍ରକାଶ କରିବା ସହ କୂଟନୈତିକ ବହିଷ୍କାର ପାଇଁ ନିଷ୍ପତ୍ତି ନେଇଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟର … Continue reading ବେଜିଂ ଶୀତକାଳୀନ ଅଲିମ୍ପିକ୍ସକୁ ଭାରତର କୂଟନୈତିକ ବହିଷ୍କାର